English Odia
it is based on your username ଏହା ଆପଣଙ୍କର ଚାଳକନାମ ଉପରେ ଆଧାରିତ
it is based upon your password entry ଏହା ଆପଣଙ୍କର ପ୍ରବେଶ ସଂକେତ ଭରଣ ଉପରେ ଆଧାରିତ
it is derived from your password entry ଏହା ଆପଣଙ୍କର ପ୍ରବେଶ ସଂକେତ ଭରଣରୁ ଉତ୍ପନ୍ନ କରାହୋଇଥାଏ
it is derivable from your password entry ଏହା ଆପଣଙ୍କର ପ୍ରବେଶ ସଂକେତ ଭରଣରୁ ଉତ୍ପନ୍ନ କରିବା ଯୋଗ୍ୟ
it's derivable from your password entry ଏହା ଆପଣଙ୍କର ପ୍ରବେଶ ସଂକେତ ଭରଣରୁ ଉତ୍ପନ୍ନ କରିବା ଯୋଗ୍ୟ
you are not registered in the password file ପ୍ରବେଶ ସଂକେତ ଫାଇଲରେ ଆପଣ ପଞ୍ଜିକୃତ ହୋଇନାହାନ୍ତି
it is WAY too short ଏହା ଅତ୍ୟଧିକ ଛୋଟ ଅଟେ
it is too short ଏହା ଅତ୍ୟଧିକ ଛୋଟ ଅଟେ
it does not contain enough DIFFERENT characters ଏହା ଯଥେଷ୍ଟ ଭିନ୍ନ ବର୍ଣ୍ଣ ଧାରଣ କରିନଥାଏ
it is all whitespace ଏହା କେବଳ ଖାଲିସ୍ଥାନ ଅଟେ
it is too simplistic/systematic ଏହା ଅତ୍ୟଧିକ ସରଳ/ନିୟମାନୁବର୍ତ୍ତୀ
it looks like a National Insurance number. ଏହା ଗୋଟିଏ ଜାତୀୟ ବୀମା ସଂଖ୍ୟା ପରି ଦେଖାଯାଉଛି।
it is based on a dictionary word ଏହା ଅଭିଧାନ ଶବ୍ଦ ଉପରେ ଆଧାରିତ
it is based on a (reversed) dictionary word ଏହା ଗୋଟିଏ (ଓଲଟା) ଅଭିଧାନ ଶବ୍ଦ ଉପରେ ଆଧାରିତ
error loading dictionary ଅଭିଧାନ ଧାରଣ କରିବାରେ ତ୍ରୁଟି