English Odia
https://lists.fedoraproject.org/admin/lists/council-discuss@lists.fedoraproject.org/[*council-discuss*] (formerly "board-discuss") is a public list. Subscription is open to anyone, as are the archives. This list is the main discussion point for the Fedora Council, and the goal of the list is to either reach a decision, or to delegate the thread to a more appropriate location. For example, engineering-specific threads may get some comments on council-discuss, before being redirected to the devel list for in-depth discussion. https://lists.fedoraproject.org/admin/lists/council-discuss@lists.fedoraproject.org/[*council-discuss*] (ପୂର୍ବରୁ "board-discuss") ହେଉଛି ଏକ ଜନସାଧାରଣ ତାଲିକା | ସ୍ଵାକ୍ଷରକରଣ, ଅଭିଲେଖାଗାର ପରି ସମସ୍ତଙ୍କ ପାଇଁ ଖୋଲା | ଏହିଁ ତାଲିକା ହେଉଛି ଫେଡ଼ୋରା ପରିଷଦର ମୁଖ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ, ଏବଂ ଏହି ତାଲିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୌଣସି ଏକ ନିଷ୍ପତ୍ତିରେ ପହଁଞ୍ଚିବା ଅଥବା ସେହି ବିଷୟଟିକୁ ଏକ ଅଧିକ ଯଥାଯୋଗ୍ୟ ସ୍ଥାନକୁ ପ୍ରତିନିଧିତ୍ବ କରିବା | ଉଦାହରଣ ସ୍ୱରୂପ, ଯନ୍ତ୍ରବିଦ୍ୟା-ବିନିର୍ଦ୍ଧିଷ୍ଟ ବିଷୟଗୁଡିକୁ ପରିଷଦ-ଆଲୋଚନାରେ କିଛି ମନ୍ତବ୍ୟ ମିଳିପାରେ, devel ତାଲିକାକୁ ପଠା ଯିବା ପୂର୍ଵରୁ, ଯେଉଁଠାରେ ପୂର୍ଣ୍ଣାଙ୍ଗ ଆଲୋଚନା ହେବ |
https://lists.fedoraproject.org/admin/lists/council-private@lists.fedoraproject.org/[*council-private*] is a private list. Its membership is restricted to the current Council members, and its archives are private. This list is only used for topics that cannot be discussed on the public council-discuss list. https://lists.fedoraproject.org/admin/lists/council-private@lists.fedoraproject.org/[*council-private*] ହେଉଛି ଏକ ବ୍ୟକ୍ତିଗତ ତାଲିକା | ଏହାର ସଦସ୍ୟତା କେବଳ ବର୍ତମାନର ପରିଷଦର ସଦସ୍ୟମାନଙ୍କ ଯାଏଁ ସୀମିତ, ଏବଂ ଏହାର ଅଭିଲେଖାଗାର ବ୍ୟକ୍ତିଗତ ଅଟେ | ଏହି ତାଲିକା କେବଳ ସେହି ବିଷୟ ମାନଙ୍କର ଆଲୋଚନା ପାଇଁ ବ୍ୟବହାର କରାଯାଏ ଯେଉଁମାନଙ୍କୁ ଜନସାଧାରଣ ତାଲିକାରେ ଆଲୋଚନା କରା ଯାଇ ପାରିବ ନାହିଁ |
Council members are also often present on the *#fedora-council* IRC channel on https://libera.chat/[Libera.Chat]. ପରିଷଦ ସଦସ୍ୟମାନେ *irc.freenode.net* ର *#fedora-council* IRC ଚ୍ୟାନେଲ ରେ ମଧ୍ୟ ଉପସ୍ଥିତ ଅଛନ୍ତି
If you have an issue to be worked on by the Council you can also open a ticket on the https://pagure.io/Fedora-Council/tickets[Council Pagure instance]. This is a public issue tracker. However, if you have a particularly privacy- or security-sensitive issue, you can check the *Private* box when you create the ticket. If an issue is not sensitive the discussion should be in the open, in the public Pagure instance or the council-discuss list. ଯଦି ଆପଣଙ୍କ ପାଖରେ କୌଣସି ସମସ୍ୟା ଅଛି ଯାହା ଉପରେ ପରିଷଦ କାମ କରି ପାରିବ, ତେବେ ଆପଣ https://pagure.io/Fedora-Council/tickets[ପରିଷଦ Pagure ଦୃଷ୍ଟାନ୍ତ] ଠାରେ ଏକ ଟିକେଟ ଖୋଲିପାରିବେ | ଏହା ଏକ ଜନସାଧାରଣ ସମସ୍ୟା ଖୋଜାଳି | କିନ୍ତୁ , ଯଦି ଆପଣଙ୍କ ପାଖେ ଏକ ନିର୍ଦ୍ଧିଷ୍ଟ ଗୋପନତା- କିମ୍ବା ସୁରକ୍ଷା-ସମ୍ବେଦନଶୀଳ ସମସ୍ୟା ଅଛି ତେବେ ଆପଣ *Private* ବାକ୍ସକୁ ବାଛି ପାରିବେ ଯେତେବେଳେ ଆପଣ ଟିକେଟ ନିର୍ମାଣ କରିବେ | ଯଦି କୌଣସି ସମସ୍ୟା ସମ୍ବେଦନଶୀଳ ନୁହେଁ ତେବେ ଆଲୋଚନା ଖୋଲାରେ, ଜନସାଧାରଣ Pagure ଦୃଷ୍ଟାନ୍ତ କିମ୍ବା ପରିଷଦ-ଆଲୋଚନା ତାଲିକାରେ ହେବ ଉଚିତ |