# translation of or.po to Oriya # This file is distributed under the same license as the PACKAGE package. # Copyright (C) YEAR THE PACKAGE'S COPYRIGHT HOLDER. # # Subhransu Behera , 2006, 2007. # Subhransu Behera , 2007. msgid "" msgstr "" "Project-Id-Version: or\n" "Report-Msgid-Bugs-To: \n" "POT-Creation-Date: 2007-10-04 13:22-0400\n" "PO-Revision-Date: 2007-08-06 16:52+0530\n" "Last-Translator: Subhransu Behera \n" "Language-Team: Oriya \n" "MIME-Version: 1.0\n" "Content-Type: text/plain; charset=UTF-8\n" "Content-Transfer-Encoding: 8bit\n" "X-Generator: KBabel 1.11.4\n" "Plural-Forms: Plural-Forms: nplurals=2; plural=(n!=1);\n" "\n" "\n" "\n" "\n" "\n" "\n" "\n" "\n" "\n" #: ../pykickstart/base.py:147 #, python-format msgid "" "Ignoring deprecated command on line %(lineno)s: The %(cmd)s command has " "been deprecated and no longer has any effect. It may be removed from future " "releases, which will result in a fatal error from kickstart. Please modify " "your kickstart file to remove this command." msgstr "" "%(lineno)s ଲାଇନରେ ଥିବା ଅନାବଶ୍ଯକ ପସନ୍ଦକୁ ଆଗ୍ରହ୍ଯ କରୁଅଛି: %(cmd)s ନିର୍ଦ୍ଦେଶକୁ ନାପସନ୍ଦ " "କରାଯାଇଛି ଏବଂ ଏବେ ଏହାର କୌଣସି ପ୍ରଭାବନାହିଁ। ଏହା ଭବିଷ୍ଯତ ସଂସ୍କରଣ ମାନଙ୍କରେ କାଢି ଦିଆଯାଇ " "ପାରେ, ଯାହାକି କିକ-ଷ୍ଟାର୍ଟରେ ଗୋଟିଏ ମାରାତ୍ମକ ତୃଟି ସୃଷ୍ଟି କରିପାରେ। ଏହି ପସନ୍ଦକୁ କାଢିବା ପାଇଁ ଦୟାକରି " "ଆପଣଙ୍କ କିକ-ଷ୍ଟାର୍ଟ ଫାଇଲକୁ ବଦଳାନ୍ତୁ।" #: ../pykickstart/base.py:315 #, python-format msgid "Unknown command: %s" msgstr "ଅଜ୍ଞାତ ନିର୍ଦ୍ଦେଶ: %s" #: ../pykickstart/errors.py:48 #, python-format msgid "" "The following problem occurred on line %(lineno)s of the kickstart file:\n" "\n" "%(msg)s\n" msgstr "" "କିକଷ୍ଟାର୍ଟ ଫାଇଲର %(lineno)s ଲାଇନରେ ନିମ୍ନଲିଖିତ ସମସ୍ଯା ଦେଖାଦେଲା:\n" "\n" "%(msg)s\n" #: ../pykickstart/errors.py:50 #, python-format msgid "There was a problem reading from line %s of the kickstart file" msgstr "କିକଷ୍ଟାର୍ଟ ଫାଇଲ ର %s ଲାଇନ ରେ ପଢିବା ସମୟ ରେ ତୃଟି" #: ../pykickstart/options.py:84 #, python-format msgid "Option %s is required" msgstr "%s ପସନ୍ଦ ଟି ଆବଶ୍ଯକ" #: ../pykickstart/options.py:87 #, python-format msgid "" "The option %(option)s was introduced in version %(intro)s, but you are using " "kickstart syntax version %(version)s" msgstr "" "%(option)s ବିକଳ୍ପକୁ %(intro)s ସଂସ୍କରଣରେ ପ୍ରାରମ୍ଭ କରାଯାଇଥିଲା, କିନ୍ତୁ ଆପଣ କିକ-ଷ୍ଟାର୍ଟ " "ବାକ୍ଯବିନ୍ଯାସ %(version)s ବ୍ଯବହାର କରୁଛନ୍ତି" #: ../pykickstart/options.py:90 #, python-format msgid "" "Ignoring deprecated option on line %(lineno)s: The %(option)s option has " "been deprecated and no longer has any effect. It may be removed from future " "releases, which will result in a fatal error from kickstart. Please modify " "your kickstart file to remove this option." msgstr "" "%(lineno)s ଲାଇନରେ ଥିବା ଅଦରକାରି ପସନ୍ଦକୁ ଆଗ୍ରହ୍ଯ କରୁଅଛି: %(option)s ପସନ୍ଦଟି ଅଦରକାରି ଅଟେ " "ଏବଂ ଏବେ ଏହାର କୌଣସି ପ୍ରଭାବନାହିଁ। ଏହା ଭବିଷ୍ଯତ ସଂସ୍କରଣ ମାନଙ୍କରେ କାଢି ଦିଆ ଯାଇପାରେ, ଯାହାକି " "କିକଷ୍ଟାର୍ଟରେ ଗୋଟିଏ ମାରାତ୍ମକ ତୃଟି ସୃଷ୍ଟି କରିପାରେଏହି ପସନ୍ଦକୁ କାଢିବା ପାଇଁ ଦୟାକରି ଆପଣଙ୍କ କିକଷ୍ଟାର୍ଟ " "ଫାଇଲକୁ ରୂପାନ୍ତର କରନ୍ତୁ।" #: ../pykickstart/options.py:93 #, python-format msgid "" "The option %(option)s was removed in version %(removed)s, but you are using " "kickstart syntax version %(version)s" msgstr "" "%(option)s ବିକଳ୍ପକୁ %(removed)s ସଂସ୍କରଣରେ ଅପସାରଣ କରାଯାଇଛି, କିନ୍ତୁ ଆପଣ କିକ-ଷ୍ଟାର୍ଟ " "ବାକ୍ଯବିନ୍ଯାସର %(version)s ସଂସ୍କରଣକୁ ବ୍ଯବହାର କରୁଛନ୍ତି" #: ../pykickstart/options.py:147 msgid "Required flag set for option that doesn't take a value" msgstr "ଯେଉଁ ପସନ୍ଦ ଗୁଡିକ କୌଣସି ମୂଲ୍ଯ ଗ୍ରହଣ କରନ୍ତି ନାହିଁ ତାଙ୍କ ପାଇଁ ବିଶେଷ ସୂଚକ ସେଟ କରିବା ଆବଶ୍ଯକ" #: ../pykickstart/options.py:156 #, python-format msgid "Option %(opt)s: invalid boolean value: %(value)r" msgstr "ପସନ୍ଦ %(opt)s: ଅବୈଧ ବୁଲିଆନ ମୂଲ୍ଯ: %(value)r" #: ../pykickstart/options.py:161 #, fuzzy, python-format msgid "Option %(opt)s: invalid string value: %(value)r" msgstr "ପସନ୍ଦ %(opt)s: ଅବୈଧ ବୁଲିଆନ ମୂଲ୍ଯ: %(value)r" #: ../pykickstart/parser.py:90 #, python-format msgid "Illegal url for %%ksappend: %s" msgstr "%%ksappend ପାଇଁ ଅବୈଧ ୟୁ.ଆର.ଏଲ.: %s" #: ../pykickstart/parser.py:95 #, python-format msgid "Unable to open %%ksappend file: " msgstr "%%ksappend ଫାଇଲକୁ ଖୋଲିବାରେ ଅସମର୍ଥ: " #: ../pykickstart/parser.py:101 ../pykickstart/parser.py:103 #, python-format msgid "Unable to open %%ksappend file" msgstr "%%ksappend ଫାଇଲକୁ ଖୋଲିବାରେ ଅସମର୍ଥ" #: ../pykickstart/parser.py:286 msgid "Group cannot specify both --nodefaults and --optional" msgstr "ସମୂହ ଉଭୟ --nodefaults ଏବଂ --optional କୁ ଉଲ୍ଲେଖ କରିପାରିବ ନାହିଁ" #: ../pykickstart/parser.py:545 ../pykickstart/parser.py:604 #, fuzzy, python-format msgid "" "%s does not end with %%end. This syntax has been deprecated. It may be " "removed from future releases, which will result in a fatal error from " "kickstart. Please modify your kickstart file to use this updated syntax." msgstr "" "%(lineno)s ଲାଇନରେ ଥିବା ଅଦରକାରି ପସନ୍ଦକୁ ଆଗ୍ରହ୍ଯ କରୁଅଛି: %(option)s ପସନ୍ଦଟି ଅଦରକାରି ଅଟେ " "ଏବଂ ଏବେ ଏହାର କୌଣସି ପ୍ରଭାବନାହିଁ। ଏହା ଭବିଷ୍ଯତ ସଂସ୍କରଣ ମାନଙ୍କରେ କାଢି ଦିଆ ଯାଇପାରେ, ଯାହାକି " "କିକଷ୍ଟାର୍ଟରେ ଗୋଟିଏ ମାରାତ୍ମକ ତୃଟି ସୃଷ୍ଟି କରିପାରେଏହି ପସନ୍ଦକୁ କାଢିବା ପାଇଁ ଦୟାକରି ଆପଣଙ୍କ କିକଷ୍ଟାର୍ଟ " "ଫାଇଲକୁ ରୂପାନ୍ତର କରନ୍ତୁ।" #: ../pykickstart/parser.py:604 msgid "Script" msgstr "" #. If nothing else worked, we're out of options. #: ../pykickstart/version.py:87 ../pykickstart/version.py:96 #: ../pykickstart/version.py:99 ../pykickstart/version.py:110 #: ../pykickstart/version.py:150 #, python-format msgid "Unsupported version specified: %s" msgstr "ଅସମର୍ଥିତ ସଂସ୍କରଣ ଉଲ୍ଲେଖ କରାଯାଇଛି: %s" #: ../tools/ksvalidator:52 msgid "halt after the first error or warning" msgstr "ସର୍ବପ୍ରଥମ ତୃଟି କିମ୍ବା ଚେତାବନୀ ପରେ କିଛି କ୍ଷଣ ବିରାମ ଦିଅ" #: ../tools/ksvalidator:55 #, python-format msgid "parse include files when %include is seen" msgstr "%include ଦେଖାଗଲା ବେଳେ ଅନ୍ତର୍ବେଶିତ ଫାଇଲ ମାନଙ୍କ ବିଶ୍ଳେଷଣ କର" #: ../tools/ksvalidator:57 msgid "version of kickstart syntax to validate against" msgstr "ଏହା ବିରୋଧରେ ବୈଧିକୃତ କରାଯିବା କିକ-ଷ୍ଟାର୍ଟର ସଂସ୍କରଣ" #: ../tools/ksvalidator:71 #, python-format msgid "The version %s is not supported by pykickstart" msgstr "%s ସଂସ୍କରଣ pykickstart ଦ୍ବାରା ସମର୍ଥିତ ନୁହେଁ" #: ../tools/ksvalidator:87 #, python-format msgid "" "File uses a deprecated option or command.\n" "%s" msgstr "" "ଫାଇଲ ଟି ଗୋଟିଏ ଅଦରକାରି ପସନ୍ଦ କିମ୍ବା ନିର୍ଦ୍ଦେଶ କୁ ବ୍ଯବହାର କରୁଅଛି। \n" "%s" #: ../tools/ksvalidator:93 msgid "General kickstart error in input file" msgstr "ନିବେଶ ଫାଇଲ ରେ ସାଧାରଣ କିକଷ୍ଟାର୍ଟ ତୃଟି" #: ../tools/ksvalidator:96 #, python-format msgid "General error in input file: %s" msgstr "ନିବେଶ ଫାଇଲ ରେ ସାଧାରଣ ତୃଟି: %s"