# translation of or.po to Oriya # Copyright (C) YEAR THE PACKAGE'S COPYRIGHT HOLDER # This file is distributed under the same license as the PACKAGE package. # # Subhransu Behera , 2007. # Subhransu Behera , 2007. msgid "" msgstr "" "Project-Id-Version: or\n" "Report-Msgid-Bugs-To: \n" "POT-Creation-Date: 2007-02-19 14:50-0500\n" "PO-Revision-Date: 2007-07-02 17:34+0530\n" "Last-Translator: Subhransu Behera \n" "Language-Team: Oriya \n" "MIME-Version: 1.0\n" "Content-Type: text/plain; charset=UTF-8\n" "Content-Transfer-Encoding: 8bit\n" "X-Generator: KBabel 1.11.4\n" "Plural-Forms: Plural-Forms: nplurals=2; plural=(n!=1);\n" "\n" "\n" "\n" #: firstboot_kdump.py:47 msgid "Kdump" msgstr "Kdump" #: firstboot_kdump.py:188 firstboot_kdump.py:209 #, python-format msgid "%s" msgstr "%s" #: firstboot_kdump.py:211 msgid "_Enable kdump?" msgstr "kdump କୁ ସକ୍ରିୟ କରାଯିବ କି (_E)?" #: firstboot_kdump.py:216 msgid "_Total System Memory (MB):" msgstr "ସମୁଦାୟ ତନ୍ତ୍ର ସ୍ମୃତି (ମେଗା-ବାଇଟରେ) (_T):" #: firstboot_kdump.py:228 msgid "_Kdump Memory (MB):" msgstr "Kdump ସ୍ମୃତି (ମେଗା-ବାଇଟରେ) (_K):" #: firstboot_kdump.py:237 msgid "_Usable System Memory (MB):" msgstr "ବ୍ଯବହାର ଯୋଗ୍ଯ ତନ୍ତ୍ର ସ୍ମୃତି (ମେଗା-ବାଇଟରେ) (_U):" #: firstboot_kdump.py:251 msgid "" "Kdump is a kernel crash dumping mechanism. In the event of a system crash, " "kdump will capture information from your system that can be invaluable in " "determining the cause of the crash. Note that kdump does require reserving a " "portion of system memory that will be unavailable for other uses." msgstr "" "Kdump କର୍ଣ୍ଣଲ ଅକାମି ହେବା ସମୟରେ ତଥ୍ଯ ରଖିବାର ଗୋଟିଏ କୌଶଳ ଅଟେ। ଗୋଟିଏ ତନ୍ତ୍ର ଅକାମି ହେବା " "ସମୟରେ, kdump ଆପଣଙ୍କ ତନ୍ତ୍ରରୁ ସୂଚନା ଗ୍ରହଣ କରିବ ଯାହାକି ଅକାମି ହେବାର କାରଣ ଖୋଜିବାରେ ଅମୂଲ୍ଯ " "ଅଟେ। ଏହା ମନେ ରଖନ୍ତୁ ଯେ kdump ତନ୍ତ୍ର ସ୍ମୃତିର ଗୋଟିଏ ଅଂଶର ସଂରକ୍ଷଣ ଆବଶ୍ଯକ କରି ନ ଥାଏ ଯାହାକି " "ଅନ୍ଯାନ୍ଯ ଚାଳକ ମାନଙ୍କ ପାଇଁ ଅନୁପଲବ୍ଧ ହେବ।" #: firstboot_kdump.py:314 msgid "Sorry, ia64 xen kernels do not support kdump at this time." msgstr "କ୍ଷମା କରିବେ, ia64 ଜେନ କର୍ଣ୍ଣଲ ଗୁଡିକ ବର୍ତ୍ତମାନ kdump କୁ ସମର୍ଥନ କରୁନାହାଁନ୍ତି।" #: firstboot_kdump.py:319 msgid "" "WARNING: xen kdump support requires a non-xen kernel to perform actual crash " "dump capture. Please be sure you have a non-xen kernel installed, and " "configured for use via /etc/sysconfig/kdump's KDUMP_KERNELVER parameter." msgstr "" "ଚେତାବନୀ: ଜେନ kdump ସମର୍ଥନ ପ୍ରକୃତ ଅକାମି ତଥ୍ଯକୁ ଆୟତ୍ତ କରିବା ପାଇଁ ଗୋଟିଏ ଜେନ ବିହୀନ କର୍ଣ୍ଣଲ " "ଆବଶ୍ଯକ କରିଥାଏ। ଦୟାକରି ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ନିକଟରେ ଗୋଟିଏ ଜେନ ବିହୀନ କର୍ଣ୍ଣଲ ସ୍ଥାପିତ " "ଅଛି, ଏବଂ /etc/sysconfig/kdump's KDUMP_KERNELVER ପାରାମିଟର ଦ୍ବାରା ବ୍ଯବହାର ପାଇଁ " "ବିନ୍ଯାସ କରାଯାଇଛି।" #: firstboot_kdump.py:323 msgid "Sorry, your system does not have enough memory for kdump to be viable!" msgstr "କ୍ଷମା କରିବେ, kdump କୁ କାର୍ଯ୍ଯକାରୀ କରିବା ପାଇଁ ଆପଣଙ୍କ ତନ୍ତ୍ରରେ ଯଥେଷ୍ଟ ସ୍ମୃତି ନାହିଁ!" #: firstboot_kdump.py:329 #, python-format msgid "Sorry, the %s architecture does not support kdump at this time!" msgstr "କ୍ଷମା କରିବେ, %s ସ୍ଥାପତ୍ଯ ବର୍ତ୍ତମାନ kdump କୁ ସମର୍ଥନ କରେ ନାହିଁ!" #: firstboot_kdump.py:338 #, python-format msgid "" "\n" "\n" "Note that the %s architecture does not feature a relocatable kernel at this " "time, and thus requires a separate kernel-kdump package to be installed for " "kdump to function. This can be installed via 'yum install kernel-kdump' at " "your convenience." msgstr "" "\n" "\n" "ଏହା ଦୃଷ୍ଟି ରଖନ୍ତୁ ଯେ ଏହି ସମୟରେ %s ସ୍ଥାପତ୍ଯ ଗୋଟିଏ ପୁନଃବଣ୍ଟନ ଯୋଗ୍ୟ କର୍ଣ୍ଣଲ ଗୁଣଧର୍ମ ମାନଙ୍କୁ ପ୍ରଦାନ " "କରୁନାହିଁ, ଏବଂ ତେଣୁ kdump କୁ ଚଳାଇବା ପାଇଁ ଗୋଟିଏ ଅଲଗା kernel-kdump ପ୍ଯାକେଜ ସ୍ଥାପିତ ହୋଇଥିବା " "ଆବଶ୍ଯକ। ଆପଣ ଏହାକୁ ସୁବିଧାରେ 'yum install kernel-kdump' ନିର୍ଦ୍ଦେଶ ଚଳାଇ ସ୍ଥାପନ କରିପାରିବେ।" #: firstboot_kdump.py:346 #, python-format msgid "" "Changing Kdump settings requires rebooting the system to reallocate memory " "accordingly. %s \n" "\n" "Would you like to continue with this change and reboot the system after " "firstboot is complete?" msgstr "" "kdump ର ବିନ୍ଯାସ ପରିବର୍ତ୍ତନ କରିବା ପାଇଁ ସେହି ଅନୁଯାୟୀ ସ୍ମୃତି ବଣ୍ଟନ କରିବାକୁ ତନ୍ତ୍ରକୁ ପୁନର୍ଚାଳନ କରିବା " "ଆବଶ୍ଯକ। %s \n" "\n" "ଆପଣ ଏହି ପରିବର୍ତ୍ତନ ସହିତ ଜାରି ରଖିବା ପାଇଁ ଏବଂ firstboot ସମାପ୍ତ ହେବା ପରେ ତନ୍ତ୍ରକୁ ପୁନର୍ଚାଳନ " "କରିବା ପାଇଁ ଚାହାଁନ୍ତି?" #: firstboot_kdump.py:363 msgid "Error! No bootloader config file found, aborting configuration!" msgstr "ତୃଟି! କୌଣସି ବୁଟ ଲୋଡର config ଫାଇଲ ମିଳିଲା ନାହିଁ, ବିନ୍ଯାସ ପ୍ରକ୍ରିୟାକୁ ପରିତ୍ଯାଗ କରୁଅଛି!"